ଗମନୀୟ Gamanīya
- ସଂ. ବିଣ. (ଗମ ଧାତୁ+କର୍ମ. ଅନୀୟ) — ଗମନଯୋଗ୍ୟ — Fit to be gone to; approachable
- ସଂ. ବିଣ. (ଗମ ଧାତୁ+କର୍ମ. ଅନୀୟ) — ଯିବାର ଉପଯୁକ୍ତ ବା ଉଚିତ (ସ୍ଥାନ ବା କାଳ) — Aimed at as one's destination
- ସଂ. ବିଣ. (ଗମ ଧାତୁ+କର୍ମ. ଅନୀୟ) — ସହଜରେ ବୋଧଗମ୍ୟ — Easily comprehensible
- ସଂ. ବିଣ. (ଗମ ଧାତୁ+କର୍ମ. ଅନୀୟ) — କରଣୀୟ — Fit to be practised or observed
- ସଂ. ବିଣ. (ଗମ ଧାତୁ+କର୍ମ. ଅନୀୟ) — ସହବାସ କରିବା ଯୋଗ୍ୟ — Cohabitabla
- ସଂ. ବିଣ. (ଗମ ଧାତୁ+କର୍ମ. ଅନୀୟ) — ସଙ୍ଗମ ସମ୍ବନ୍ଧୀୟ — Relating to sexual intercourse