ଗମଥ Gamatha

  • ସଂ. ବି. (ଗମ ଧାତୁ+ଅଥ) — (+କର୍ତ୍ତୃ. ଅଥ) ପଯ୍ୟଟକ — Traveller
  • ସଂ. ବି. (ଗମ ଧାତୁ+ଅଥ) — (+ଅଧିକରଣ. ଅଥ) ପଥ — Road
  • ସଂ. ବି. (ଗମ ଧାତୁ+ଅଥ) — ଆମୋଦପ୍ରମୋଦ (ହି. ଶବ୍ଦସାଗର) — Amusements; merriment