ଗମଗମ Gamagama
- ଦେ. ଅ. (ସଂ. ଗ୍ରୀଷ୍ମ; କିମ୍ବା ସଂ. ଗମ ଧାତୁ=ଗତି କରିବା — ଗ୍ରୀଷ୍ମାନୁଭୂତି ଯୋଗୁଁ ବିଶେଷ ପରିମାଣରେ (ଦେହରୁ ଝାଳ ବୋହିବା) — (sweating) Profusely
- ଦେ. ଅ. (ସଂ. ଗ୍ରୀଷ୍ମ; କିମ୍ବା ସଂ. ଗମ ଧାତୁ=ଗତି କରିବା — (ଯଥା—ତା ଦେହରୁ ଝାଳ ଗମଗମ ବହୁଛି।)
- ଦେ. ଅ. (ସଂ. ଗ୍ରୀଷ୍ମ; କିମ୍ବା ସଂ. ଗମ ଧାତୁ=ଗତି କରିବା — (ଧ୍ୱନ୍ୟନୁକରଣ) ଗାଡ଼ିଆଦି ଚଳିବାର ଗମ୍ଭୀର ଶବ୍ଦ — Deep reverberating rattling sound
- ବି. ଗ୍ରୀଷ୍ମ ସମୟ — Mid-summer
- ବି. ଅଧିକ ପରିମାଣରେ ଝାଳ ବହିବା କ୍ରିୟା — Profuse Perspiration
- ବି. ସ୍ୱେଦର ଗମଗମ ବଦନ ତମତମ ଦିଶଇ ରୀତି ଆନ ଆନ। ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।