ଗବ୍ୟା Gabyā
- ସଂ. ବିଣ. ସ୍ତ୍ରୀ. (ଗବ୍ୟ+ସ୍ତ୍ରୀ. ଆ) — ଗୋରୋଚନା — A yellow pigment found in the bile of a dead cow
- ସଂ. ବିଣ. ସ୍ତ୍ରୀ. (ଗବ୍ୟ+ସ୍ତ୍ରୀ. ଆ) — ଗୋସମୂହ; ଗୋରୁପଲ — Cattle; kine; a herd of cattle
- ସଂ. ବିଣ. ସ୍ତ୍ରୀ. (ଗବ୍ୟ+ସ୍ତ୍ରୀ. ଆ) — ଧନୁର ଜ୍ୟା — Bow-string
- ସଂ. ବିଣ. ସ୍ତ୍ରୀ. (ଗବ୍ୟ+ସ୍ତ୍ରୀ. ଆ) — ଲୁଗାର ଦଶୀ — The hanging threads at the end of a long cloth