ଗବେଡ଼ୁ Gabeṟḍ̠u

  • ସଂ. ବି. (ଗୋ=ଗୋରୁ, ପୃଥିବୀ+ଏଡ଼ ଧାତୁ=ରକ୍ଷା କରିବା +କର୍ତ୍ତୃ. ଉ) — ମେଘ — Cloud
  • ସଂ. ବି. (ଗୋ=ଗୋରୁ, ପୃଥିବୀ+ଏଡ଼ ଧାତୁ=ରକ୍ଷା କରିବା +କର୍ତ୍ତୃ. ଉ) — (+କର୍ମ. ଉ) ଗରଗଡ଼ (ଦେଖ) — Garagaṟḍ̠a (See)