ଗବେଷଣ Gabeshaṇa

  • ସଂ. ବି.—(ଗବେଷ ଧାତୁ=ଅନ୍ୱେଷଣ କରିବା+ଭାବ. ଅନ) — ଖୋଜାଖୋଜି; ଅନ୍ୱେଷଣ — Searching
  • ସଂ. ବି.—(ଗବେଷ ଧାତୁ=ଅନ୍ୱେଷଣ କରିବା+ଭାବ. ଅନ) — କୌଣସି ବିଷୟର ତତ୍ତ୍ୱନିରୂପଣାର୍ଥ ଅନୁସନ୍ଧାନ — Investigation; inquiry; research
  • ସଂ. ବି.—(ଗବେଷ ଧାତୁ=ଅନ୍ୱେଷଣ କରିବା+ଭାବ. ଅନ) — (ଗୋ=ଜଳ+ଏଷଣ=ଅନ୍ୱେଷଣ)—ଜଳର ଅନୁସନ୍ଧାନ — Search after water
  • ସଂ. ବି.—(ଗବେଷ ଧାତୁ=ଅନ୍ୱେଷଣ କରିବା+ଭାବ. ଅନ) — ନୃପବିଶେଷ — Name of a king