ଗବକାଲ Gabakāla

  • ଦେ. ବି — ଜଡ଼ା ଫଳକୁ ଛେଚି ରାନ୍ଧି ତହିଁରୁ ତେଲ ବାହାର କରି ନେବା ପରେ ଯେଉଁ ଦୁର୍ଗନ୍ଧମୟ ଜଳ— ମିଶ୍ରିତ କ୍ୱାଥାଦି ଅବଶିଷ୍ଟ ରହେ — Offensive sediment or refuse left after oil is extracted from castor-oil-seeds by boiling
  • ଦେ. ବି — [ଦ୍ର—ନଡ଼ିଆଗଛରେ ପୋକ ଲାଗି ଗଛର କନ୍ଦାକୁ ନଷ୍ଟ କରୁଥିଲେ ନଡ଼ିଆ ଗଛମୂଳେ ହାଣ୍ଡିରେ ଗବକାଲ କିଛିଦିନ ଥୋଇଲେ ପୋକଯାକ ମରି ଯାଆନ୍ତି।]