ଗପ୍ଗପ୍ Gapgap

  • ଦେ. ଅ. (ଧ୍ୱନ୍ୟନୁକରଣ) (ତୁଳ. ଇଂ. ଗଳ୍ପ) — ଖାଦ୍ୟ ଦ୍ରବ୍ୟକୁ ନ ଚୋବାଇ ଚଞ୍ଚଳ ଗିଳି ଦେବା ନିମନ୍ତେ ପାଟିକୁ ନିକ୍ଷେପ କରିବାର ଶବ୍ଦର ଅନୁକରଣ — Sound produced by gulping or voraciously devouring something