ଗନ୍ତୁ Gantu

  • ସଂ. ବି. (ଗମ୍ ଧାତୁ+ତୁ) — (+ ଅଧିକରଣ. ତୁ) ବାଟ; ପଥ — Way
  • ସଂ. ବି. (ଗମ୍ ଧାତୁ+ତୁ) — (ବୈଦିକ ପ୍ରୟୋଗ)
  • ସଂ. ବି. (ଗମ୍ ଧାତୁ+ତୁ) — (+ କର୍ତ୍ତୃ. ତୁ) ପଥିକ — Traveller