ଗଧିଆ Gadhiā

  • ଦେ. ବି. (ସଂ. ଗର୍ଦ୍ଦଭ) — ହେଟାବାଘ — Wolf; the striped hyena
  • ଦେ. ବି. (ସଂ. ଗର୍ଦ୍ଦଭ) — [ଦ୍ର—ଏମାନଙ୍କ ଉଚ୍ଚତା ପ୍ରାୟ 3 ଫୁଟ। ଦେହରେ ରଙ୍ଗ ମାଟିଆ, ଦେହରେ କଳାକଳା ପଟା ଥାଏ। ଏମାନେ ଶବ ଓ ଛୋଟ ପଶୁ (ବାଛୁରି, ଛେଳି, ମେଣ୍ଢା) ଖାଆନ୍ତି।] — [ଦ୍ର—ଏମାନଙ୍କ ଉଚ୍ଚତା ପ୍ରାୟ3ଫୁଟ ଦେହରେ ରଙ୍ଗ ମାଟିଆ, ଦେହରେ କଳାକଳା ପଟା ଥାଏ ଏମାନେ ଶବ ଓ ଛୋଟ ପଶୁ (ବାଛୁରି, ଛେଳି, ମେଣ୍ଢା) ଖାଆନ୍ତି]
  • ବିଣ. ପୁଂ — (ଗଧ ପରି) ଅଳସୁଆ; ମଠୁଆ — Idle; lazy