ଗଦ୍ଗଦ Gadgada

  • ସଂ. ବି. (ଧ୍ୱନ୍ୟନୁକରଣ; ସଂ ଗଦ ଧାତୁ=କହିବା) — ଖନାଇବା; ଖନି ଖନି କଥା କହିବା — Stammering; stuttering; faltering
  • ସଂ. ବି. (ଧ୍ୱନ୍ୟନୁକରଣ; ସଂ ଗଦ ଧାତୁ=କହିବା) — ଅସ୍ପଷ୍ଟ ବାକ୍ୟ — Inarticulate or indistinct speech
  • ସଂ. ବି. (ଧ୍ୱନ୍ୟନୁକରଣ; ସଂ ଗଦ ଧାତୁ=କହିବା) — କ୍ରୋଧ ଆନନ୍ଦାଦିଜନିତ ଅସ୍ପଷ୍ଟ ବାକ୍ୟ — Convulsive speech (due to paroxysm of joy, devotion, anger)
  • ସଂ. ବିଣ — ହର୍ଷଶୋକାଦିର ଆତିଶଯ୍ଯବଶତଃ କଣ୍ଠରୋଧ ହେବାରୁ ଯେଉଁ କଥା ସ୍ପଷ୍ଟ ଉଚ୍ଚାରିତ ହୁଏ ନାହିଁ — Indistinctly uttered (speech) due to a paroxysm of feeling
  • ସଂ. ବିଣ — ମୋହିତ; ଅଧୈର୍ଯ୍ୟ — Impatient
  • ସଂ. ବିଣ — ଭାବବିହ୍ୱଳତା ଯୋଗୁଁ କମ୍ପିତ ସ୍ୱର — Tremulous (voice) due to intensity of feelings
  • ସଂ. ବିଣ — ଭାବାବେଗ ଯୋଗୁଁ ପୁନଃ ପୁନଃ ଅର୍ଦ୍ଧୋଚ୍ଚାରିତ (ଧ୍ୱନି) — Repeatedly choked (voice) due to intensity of feelings
  • ସଂ. ବିଣ — ଖନାଇ ଖନାଇ ଉଚ୍ଚାରିତ (ବାକ୍ୟ) — Faltering (words)
  • ସଂ. କ୍ରି. ବିଣ — ଖନାଇ ଖନାଇ — In a faltering or stammering manner