ଗଦି Gadi

  • ଦେ. ବି. (ସଂ. ଗର୍ଦ୍ଦ ଧାତୁ, ହିନ୍ଦି ଗଦ୍ଦୀ) — ସିମିଳି ତୁଳା; ଛୋଚା କତା ଆଦିରେ ପୂର୍ଣ୍ଣ ସ୍ଥୂଳ କୋମଳ ବିଛଣା — Cushion; thick and soft mattress
  • ଦେ. ବି. (ସଂ. ଗର୍ଦ୍ଦ ଧାତୁ, ହିନ୍ଦି ଗଦ୍ଦୀ) — ରାଜଗାଦି; ରାଜସିଂହାସନ — Throne
  • ଦେ. ବି. (ସଂ. ଗର୍ଦ୍ଦ ଧାତୁ, ହିନ୍ଦି ଗଦ୍ଦୀ) — କାର୍ଯ୍ୟଳୟ ବା ଅଫିସରେ ବଣିକ ବା ବ୍ଯବସାୟୀଙ୍କର ବସିବାର ଆସନ; ମାଲିକଙ୍କ ସ୍ୱତନ୍ତ୍ର ଆସନ — The business seat of a merchant
  • ଦେ. ବି. (ସଂ. ଗର୍ଦ୍ଦ ଧାତୁ, ହିନ୍ଦି ଗଦ୍ଦୀ) — ସବାରି କାନ୍ଧିଆ ବେହେରାମାନେ କାନ୍ଧରେ ପକାଇବା ମୋଟା ଲୁଗା ବା ମୂଚଳା — A thick cushion or pad of cloth put on the shoulder of a palky bearer
  • ଦେ. ବି. (ସଂ. ଗର୍ଦ୍ଦ ଧାତୁ, ହିନ୍ଦି ଗଦ୍ଦୀ) — ବଣିକ ବା ବ୍ଯବସାୟୀର କାର୍ଯ୍ୟାଳୟ — Business-office of a merchant; commercial house