ଗତ୍ Gat

  • ଦେ. ବି (ସଂ. ଗତି) — ଘତ୍; ଗୀତ ନ ଥାଇ ରାଗର ଗତି — Fixed form of instrumental music
  • ଦେ. ବି (ସଂ. ଗତି) — ସଙ୍ଗୀତରେ ସା: ରି: ଗା: ମା: ପା: ଧା: ନି: ସ୍ୱରର ଗତି— ମାତ୍ର — Fixed note in music
  • ଦେ. ବି (ସଂ. ଗତି) — କୌଣସି ସଙ୍ଗୀତ ବୋଲା ହେବା ପୂର୍ବରୁ ତହିଁରେ ନିର୍ଦ୍ଦିଷ୍ଟ ରାଗିଣୀର ପ୍ରଣାଳୀ ବା ସ୍ୱର — A set note for a song
  • ଦେ. ବି (ସଂ. ଗତି) — ଢଙ୍ଗ; ପ୍ରଣାଳୀ — Manner; way
  • ଦେ. ବି (ସଂ. ଗତି) — ନିର୍ଦ୍ଦିଷ୍ଟ ପ୍ରଣାଳୀ; ବଦ୍ଧ ନିୟମ — Set or fixed rule; routine
  • ଦେ. ବି (ସଂ. ଗତି) — ଅଭ୍ୟାସ — Habit
  • ଦେ. ବି (ସଂ. ଗତି) — ଗଅତ୍ (ଦେଖ) — Ga-at (See)