ଗତ୍ୱର Gatwara
- ସଂ. ବିଣ. (ଗମ୍ ଧାତୁ+ଶୀଳାର୍ଥରେ ବର୍) — ଗମନଶୀଳ — Moving by nature
- ସଂ. ବିଣ. (ଗମ୍ ଧାତୁ+ଶୀଳାର୍ଥରେ ବର୍) — ଗତିବିଶିଷ୍ଟ — Moving
- ସଂ. ବିଣ. (ଗମ୍ ଧାତୁ+ଶୀଳାର୍ଥରେ ବର୍) — ଚଞ୍ଚଳ ଗତିବିଶିଷ୍ଟ — Having swift motion
- ସଂ. ବିଣ. (ଗମ୍ ଧାତୁ+ଶୀଳାର୍ଥରେ ବର୍) — ବିନଶ୍ୱର — Perishable
- ସଂ. ବିଣ. (ଗମ୍ ଧାତୁ+ଶୀଳାର୍ଥରେ ବର୍) — ଅସ୍ଥାୟୀ; ପରିବର୍ତ୍ତନଶୀଳ — Changeable
- ସଂ. ବିଣ. (ଗମ୍ ଧାତୁ+ଶୀଳାର୍ଥରେ ବର୍) — ଅଚିରସ୍ଥାୟୀ — Transity; transient, temporary; passing
- ସଂ. ବିଣ. (ଗମ୍ ଧାତୁ+ଶୀଳାର୍ଥରେ ବର୍) — ଅସ୍ଥିର — Unstable; restless