ଗତକଥା Gatakathā

  • ସଂ. ବି. (କର୍ମଧା; ଗତ+କଥା) — ଅତୀତକାଳର ଗଳ୍ପ — Tales of past times
  • ସଂ. ବି. (କର୍ମଧା; ଗତ+କଥା) — ପ୍ରାଚୀନ ଆପ୍ତବାକ୍ୟ — Old sayings
  • ସଂ. ବି. (କର୍ମଧା; ଗତ+କଥା) — ଅତୀତ ବିଷୟ — Past matter