ଗଣ୍ଡ Gaṇḍa

  • ସଂ. ବି. (ଗଣ୍ଡ୍ ଧାତୁ=ମୁହଁର ଏକଆଡ଼େ ହେବା+କର୍ତ୍ତୃ. ଅ) — କପୋଳ; ଗାଲ; ମୁଖର ଗୋଟିଏ ପାଖ — Cheek; side of the face
  • ସଂ. ବି. (ଗଣ୍ଡ୍ ଧାତୁ=ମୁହଁର ଏକଆଡ଼େ ହେବା+କର୍ତ୍ତୃ. ଅ) — ଗଜକୁମ୍ଭ; ହାତୀକପୋଳ ବା ଗାଲ — The cheek or temple of the elephant
  • ସଂ. ବି. (ଗଣ୍ଡ୍ ଧାତୁ=ମୁହଁର ଏକଆଡ଼େ ହେବା+କର୍ତ୍ତୃ. ଅ) — ଘୋଡ଼ାର ଗଣ୍ଡ ଦେଶର ସାଜ; ଅଶ୍ୱ ଭୂଷଣ — An ornament for the cheek of a horse
  • ସଂ. ବି. (ଗଣ୍ଡ୍ ଧାତୁ=ମୁହଁର ଏକଆଡ଼େ ହେବା+କର୍ତ୍ତୃ. ଅ) — ଗଣ୍ଡା ଜନ୍ତୁ — Rhinoceros
  • ସଂ. ବି. (ଗଣ୍ଡ୍ ଧାତୁ=ମୁହଁର ଏକଆଡ଼େ ହେବା+କର୍ତ୍ତୃ. ଅ) — ଚିହ୍ନ; ଦାଗ — A mark; spot
  • ସଂ. ବି. (ଗଣ୍ଡ୍ ଧାତୁ=ମୁହଁର ଏକଆଡ଼େ ହେବା+କର୍ତ୍ତୃ. ଅ) — ଘୋଡ଼ାର ଲଗାମରେ ବସାଯାଇଥିବା ଗୋବ — A stud or button fixed on a harness
  • ସଂ. ବି. (ଗଣ୍ଡ୍ ଧାତୁ=ମୁହଁର ଏକଆଡ଼େ ହେବା+କର୍ତ୍ତୃ. ଅ) — ଭୁଣ୍ଡି — Knob; knuckle
  • ସଂ. ବି. (ଗଣ୍ଡ୍ ଧାତୁ=ମୁହଁର ଏକଆଡ଼େ ହେବା+କର୍ତ୍ତୃ. ଅ) — ମୂତ୍ରାଶୟ — The bladder
  • ସଂ. ବି. (ଗଣ୍ଡ୍ ଧାତୁ=ମୁହଁର ଏକଆଡ଼େ ହେବା+କର୍ତ୍ତୃ. ଅ) — ଗଳଗଣ୍ଡ — Goitre
  • ସଂ. ବି. (ଗଣ୍ଡ୍ ଧାତୁ=ମୁହଁର ଏକଆଡ଼େ ହେବା+କର୍ତ୍ତୃ. ଅ) — ବ୍ରଣ — Boil; pimple
  • ସଂ. ବି. (ଗଣ୍ଡ୍ ଧାତୁ=ମୁହଁର ଏକଆଡ଼େ ହେବା+କର୍ତ୍ତୃ. ଅ) — ଗିଲଟି; ଦେହର ସନ୍ଧିରେ ଥିବା ଗ୍ରନ୍ଥି — Gland
  • ସଂ. ବି. (ଗଣ୍ଡ୍ ଧାତୁ=ମୁହଁର ଏକଆଡ଼େ ହେବା+କର୍ତ୍ତୃ. ଅ) — ଗଣ୍ଠି; ଯୋଡ଼ଜାଗା — Knot; joint