ଗଣିତୀ Gaṇitī
- ସଂ. ବିଣ. ଫୁ (ଗଣିତ+କରିବା ଅର୍ଥରେ. ଇନ୍; 1 ମା, 1 ବ.) — ଗଣନାକାରୀ — Calculating
- ସଂ. ବିଣ. ଫୁ (ଗଣିତ+କରିବା ଅର୍ଥରେ. ଇନ୍; 1 ମା, 1 ବ.) — ଗଣିତଜ୍ଞ — Mathematician
- ସଂ. ବିଣ. ଫୁ (ଗଣିତ+କରିବା ଅର୍ଥରେ. ଇନ୍; 1 ମା, 1 ବ.) — ଦୈବଜ୍ଞ — versed in the art of foretelling