ଗଣା Gaṇā
- ଦେ. ବି. (ସଂ. ଗଣନ) — ଗଣନ — Counting
- ଦେ. ବି. (ସଂ. ଗଣନ) — ସଂଖ୍ୟା କରିବା — Reckoning
- ଦେ. ବି. (ସଂ. ଗଣନ) — ଗଣତି; ସୁମାରି — Enumeration
- ଦେ. ବି. (ସଂ. ଗଣନ) — ଏଣୁ କରି ଶିଷ୍ୟ ମନ୍ତ୍ର କରୁଥିବ ଗଣା। ପ୍ରାଚୀ, ଶ୍ରୀଗୁରୁଭକ୍ତିଗୀତା।
- ଦେ. ବିଣ — ଗଣତି ହୋଇଥିବା; ସଂଖ୍ୟା କରାଯାଇ ଥିବା — Counted; reckoned