ଗଣନା Gaṇanā

  • ସଂ. ବି. (ଗଣ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ଗଣତି; ସୁମାରି — Calculation
  • ସଂ. ବି. (ଗଣ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ସଂଖ୍ୟା କରିବା — Counting; reckoning; calculating
  • ସଂ. ବି. (ଗଣ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ଗ୍ରାହ୍ୟ କରିବା — Paying regard
  • ସଂ. ବି. (ଗଣ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — (ଗଣିତ) ଯୋଗ କରଣ — Adding together
  • ସଂ. ବି. (ଗଣ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ଅବଧାରଣ — (Arithmetic) Ascertainment
  • ସଂ. ବି. (ଗଣ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ବିଚାରକରଣ — Consideration; thinking
  • ସଂ. ବି. (ଗଣ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ହିସାବ — Account
  • ସଂ. ବି. (ଗଣ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ଗ୍ରହନକ୍ଷତ୍ରାଦିଙ୍କର ଅବସ୍ଥିତି ଓ ଶୁଭାଶୁଭ ଫଳ ନିରୂପଣ — Ascertaining the result of the positions of planets
  • ସଂ. ବି. (ଗଣ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ଉଲ୍ଲେଖ — Enumeration
  • ସଂ. ବି. (ଗଣ୍ ଧାତୁ+ଭାବ. ଅନ+ସ୍ତ୍ରୀ. ଆ) — ସଂଖ୍ୟା — Number