ଗଣନାଥ Gaṇanātha
- ସଂ. ବି. ( 6 ଷ୍ଠୀ ତତ୍; ଗଣ+ନାଥ) — ଗଣେଶ; ମହାଦେବଙ୍କ କନିଷ୍ଠ ପୁତ୍ର; ପ୍ରମଥ ଗଣର ସେନାଧ୍ୟକ୍ଷ — Gaṇeṡa, the commander of Ṡiba's hosts
- ସଂ. ବି. ( 6 ଷ୍ଠୀ ତତ୍; ଗଣ+ନାଥ) — ମହାଦେବ — Ṡiba
- ସଂ. ବି. ( 6 ଷ୍ଠୀ ତତ୍; ଗଣ+ନାଥ) — ବୃହସ୍ପତି — A name of Bṛuhaspati
- ସଂ. ବି. ( 6 ଷ୍ଠୀ ତତ୍; ଗଣ+ନାଥ) — ଇନ୍ଦ୍ର — A name of Indra
- ସଂ. ବି. ( 6 ଷ୍ଠୀ ତତ୍; ଗଣ+ନାଥ) — ଅନେକ ବ୍ଯକ୍ତିଙ୍କର କର୍ତ୍ତା ବା ସ୍ୱାମୀ ବା ନାୟକ — Master; headman; leader
- ସଂ. ବି. ( 6 ଷ୍ଠୀ ତତ୍; ଗଣ+ନାଥ) — ଦଳପତି — Leader of a class
- ସଂ. ବି. ( 6 ଷ୍ଠୀ ତତ୍; ଗଣ+ନାଥ) — ସେନାପତି — Commander or general of an army
- ସଂ. ବି. ( 6 ଷ୍ଠୀ ତତ୍; ଗଣ+ନାଥ) — ସେ ଯୁଦ୍ଧେ କାହାକୁ ନ ଦେଖି ଗଣନାଥ ଭାଜିଲେ ଦେବସୈନ୍ୟ ଛାଡ଼ି ଯୁଦ୍ଧପଥ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. ବି. ପୁଂ — ଲୋକର ନାମ — Name given to males