ଗଣତି Gaṇati
- ଦେ. ବି. (ସଂ. ଗଣନ) — ସଂଖ୍ୟା — Number
- ଦେ. ବି. (ସଂ. ଗଣନ) — ସଂଖ୍ୟା କରିବା; ସୁମାରି — Counting; numbering
- ଦେ. ବି. (ସଂ. ଗଣନ) — ଗଣନା — Calculation
- ଦେ. ବି. (ସଂ. ଗଣନ) — ଅତି ପୁରୁଣା ବୁଢ଼ା, ଗଣତିରେ ଶହେ ସାତ ନଡ଼ିଆଗଛ— ଫକୀରମୋହନ, ଗଳ୍ପସ୍ୱଳ୍ପ।
- ଦେ. ବିଣ. (ସଂ. ଗଣିତ) — ଗଣିତ — Counted
- ଦେ. ବିଣ. (ସଂ. ଗଣିତ) — ବୃହତ୍ବଳ ଅଟନ୍ତି ରଥିରେ ଗଣତି—କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ।