ଗଡ୍ୟାନକ Gadyānaka

  • ସଂ. ବି. — 48 ରତି ଓଜନର ପରିମାଣବିଶେଷ — 48ରତି ଓଜନର ପରିମାଣବିଶେଷ— . A standard of weight equal to 48 'ratis'
  • ସଂ. ବି. — ବୈଦ୍ୟମତରେ 64 ଗୁଞ୍ଜା ପରିମାଣ — ବୈଦ୍ୟମତରେ64ଗୁଞ୍ଜା ପରିମାଣ— . A standard of weight equal to 64 seeds of Abrus Precatorius