ଗଟ୍ଠା Gaṭṭhā

  • ଦେ. ବି — (ସଂ. ଗ୍ରନ୍ଥି) ବଡ଼ ଗଣ୍ଠିରି; ଗଣ୍ଠିରା — Big package
  • ଦେ. ବି — ମାପିବା ଚେନ୍ ବା ଜରୀବର ତିନି ଭାଗରୁ ଏକ ଭାଗ — One third of a land—measuring chain