ଗଞ୍ଜୀ Gan̄ji

  • ସଂ. ବିଣ. (ଗଞ୍ଜ୍ ଧାତୁ=ଅବଜ୍ଞା କରିବା+କର୍ତ୍ତୃ. ଇନ 1 ମା. 1 ବ.) — ଗଞ୍ଜନକାରୀ — Oppressing; harassing
  • ସଂ. ବିଣ. (ଗଞ୍ଜ୍ ଧାତୁ=ଅବଜ୍ଞା କରିବା+କର୍ତ୍ତୃ. ଇନ 1 ମା. 1 ବ.) — ଜୟକାରୀ — Defeating; surpassing
  • ସଂ. ବିଣ. (ଗଞ୍ଜ୍ ଧାତୁ=ଅବଜ୍ଞା କରିବା+କର୍ତ୍ତୃ. ଇନ 1 ମା. 1 ବ.) — ବୀଣାଝଙ୍କାର ଗଞ୍ଜୀ ମଧୁ ସଙ୍ଗୀତ। ରାଧାନାଥ, ମେଘଦୂତ।