ଗଞ୍ଜି Gan̄ji
- ବୈଦେ. ବି. (ଇଂ. ଗଜ୍ ବା ଗର୍ନ୍ସିଫ୍ରକ୍) — ମୋଟା ସୂତାରେ ଜାଲ ବୁଣା ରୀତିରେ ବୁଣା ହୋଇଥିବା ଓ କୁର୍ତ୍ତା ଭିତରେ ଦେହ ଉପରେ ପିନ୍ଧାଯିବା ଏକ ପ୍ରକାର ଛୋଟ ଜାମା — A guernsey frock or netlike under wear; banian
- ବୈଦେ. ବି. (ଇଂ. ଗଜ୍ ବା ଗର୍ନ୍ସିଫ୍ରକ୍) — [ଦ୍ର—ଏ କୁର୍ତ୍ତା ପିନ୍ଧିବାଲୋକର ଦେହରେ ଜାପି ହୋଇ ଜଡ଼ି ରହେ।]