ଗଞ୍ଜନ Gan̄jana

  • ସଂ. ବି (ଗଞ୍ଜ୍ ଧାତୁ=ଶବ୍ଦକରିବା+ଭାବେ. ଅନ) — ତିରସ୍କରଣ; ଗାଳିଦେବା — Abusing
  • ସଂ. ବି (ଗଞ୍ଜ୍ ଧାତୁ=ଶବ୍ଦକରିବା+ଭାବେ. ଅନ) — ଅତ୍ୟାଚାର — Oppression
  • ସଂ. ବି (ଗଞ୍ଜ୍ ଧାତୁ=ଶବ୍ଦକରିବା+ଭାବେ. ଅନ) — ଦଣ୍ତଦେବା — Punishing
  • ସଂ. ବି (ଗଞ୍ଜ୍ ଧାତୁ=ଶବ୍ଦକରିବା+ଭାବେ. ଅନ) — ଅବମାନନା — Slighting
  • ସଂ. ବି (ଗଞ୍ଜ୍ ଧାତୁ=ଶବ୍ଦକରିବା+ଭାବେ. ଅନ) — ପରାଜିତ କରିବା — Defeating; crushing
  • ସଂ. ବି (ଗଞ୍ଜ୍ ଧାତୁ=ଶବ୍ଦକରିବା+ଭାବେ. ଅନ) — ବଳି ପଡ଼ିବା — Surpassing
  • ସଂ. ବି (ଗଞ୍ଜ୍ ଧାତୁ=ଶବ୍ଦକରିବା+ଭାବେ. ଅନ) — ସଙ୍ଗୀତର ଅଷ୍ଟତାଳର ଆଠଭେଦ ମଧ୍ୟରୁ ଏକତମ (ହି. ଶବ୍ଦସାଗର) — One of the 8 modifications of each of the 8 musical tones
  • ସଂ. ବିଣ — (ଗଞ୍ଜ ଧାତୁ+କର୍ତ୍ତୃ. ଅନ)—ତିରସ୍କାରକ — One who abuses
  • ସଂ. ବିଣ — ତୁଚ୍ଛକାରକ — One who disregards (another)
  • ସଂ. ବିଣ — ପରାଜୟକାରୀ — Defeating; crushing
  • ସଂ. ବିଣ — ଦଣ୍ତଦେବା ବାଲା; ଦମନକାରୀ — One who punishes; punishing
  • ସଂ. ବିଣ — (ଲକ୍ଷଣାର୍ଥ) ଯେ (ଅମୁକକୁ) ବଳି ପଡ଼ିଥାଏ — Excelling; surpassing