ଗଜୀ Gajī

  • ସଂ. ବି. ସ୍ତ୍ରୀ. (ଗଜ+ସ୍ତ୍ରୀ. ଈ) — ହାତୁଣୀ; ମାଈହାତୀ — A female elephant
  • ବୈଦେ. ବି. (ଫା) — ମୋଟ କମ ଚଉଡ଼ା ଦେଶୀ ବୁଣା ସୂତା ଲୁଗା; ଖଦି — A coarse and narrow loin-cloth woven in this country