ଗଜରା Gajarā
- ଦେ. ବି — ବଡ଼ ମୋତି ଥିବା କର୍ଣ୍ଣଭୂଷଣବିଶେଷ — An ear-ring with a large pearl
- ଦେ. ବିଣ — ତଟକା (ଦୁଧ); ଗାଈଠାରୁ ତଟକା-ଦୁହାଁ (ଦୁଧ) — Fresh (cow's milk); (milk) drawn fresh from the cow
- ଦେ. ବିଣ — ନୂତନ ଗଜା ମାରିଥିବା (ଚାରା) — Newly sprouted (plant)
- ଦେ. ବିଣ — ସଦ୍ୟପ୍ରସୂତା (ଗାଭୀ) — Recently delivered (cow)
- ଦେ. ବି — ଗଜଲ୍ (ଦେଖ) — Gajal (See)
- ପ୍ରାଦେ (ସମ୍ବଲପୁର) ବି. — ଗଭା — Nosegay