ଗଛଘିଅ Gachhaghia

  • ଦେ. ବି — ଇଉରୋପରୁ ଆମଦାନୀ ହୋଇ ଭାରତକୁ ଆସୁଥିବା ଏକପ୍ରକାର ଉଦ୍ଭିଦ୍ଜ ଘୃତ — Vegetable ghee
  • ଦେ. ବି — [ଦ୍ର—ଏହା ଘିଅପରି ଚିକଣା ଜିନିଷ ମାତ୍ର ଏଥିରେ ବାସନା ନ ଥାଏ।]