ଗଙ୍ଗେଇ Gaṅgei

  • ଦେ. ବି. (ସଂ. ଗାଙ୍ଗେୟ) — ଦୀର୍ଘ ସରୁ ଥଣ୍ଟ ଓ ନୀଳ ବର୍ଣ୍ଣ ପକ୍ଷବିଶିଷ୍ଟ ମାଛରଙ୍କା ଚଢ଼େଇ — Kingfisher; a bird (with long beak, and blue body)
  • ଦେ. ବି. (ସଂ. ଗାଙ୍ଗେୟ) — [ଦ୍ର—ଏମାନେ ଶୂନ୍ଯରୁ ଖସି ପାଣିରେ ବୁଡ଼ି ଛୋଟ ଛୋଟ ମାଛ ଧରି ପୁନର୍ବାର ଉପରକୁ ଉଡ଼ି ଯାଆନ୍ତି।]
  • ଦେ. ବି. (ସଂ. ଗାଙ୍ଗେୟ) — ତରୁବିଶେଷ — Malastoma Malabarica (Haines)
  • ଦେ. ବି. (ସଂ. ଗାଙ୍ଗେୟ) — [ଦ୍ର— ଏହି ତରୁ ଛାୟାବହୁଳ ଉପତ୍ୟକା ଓ ନାଳ ପାଣି— ଜାଗାରେ ବଢ଼େ।]
  • ପ୍ରାଦେ. (ସିଂହଭୂମ) ବି — ବାଜରା (ଦେଖ) — Bājarā (See)