ଗଏଁଗଏଁ Gaeñgaeñ

  • ପ୍ରାଦେ. (ସମ୍ବଲପୁର) ବିଣ ର ବିଣ — ଚହଚହ; ଟହଟହ; ଅତ୍ୟନ୍ତ — Very much
  • ପ୍ରାଦେ. (ସମ୍ବଲପୁର) ବିଣ ର ବିଣ — [ଦ୍ର—ଏହା ଅନ୍ଯ ବର୍ଣ୍ଣ ବା ରଙ୍ଗବାଚକ ବିଶେଷଣ ପରେ ଲାଗେ। ଯଥା—ଲାଲ ଗଏଁ ଗଏଁ (ଅତ୍ୟନ୍ତ ନାଲିଆ)।]