ଗଉରବ Gauraba

  • ଗ୍ରା. (ପଦ୍ଯ) ବି. (ସଂ. ଗୌରବ) — ଗୌରବ (ଦେଖ) — Ga̲u̲raba (See)
  • ଗ୍ରା. (ପଦ୍ଯ) ବି. (ସଂ. ଗୌରବ) — ତରୁଣୀ ତୋ ବାଣୀ ମୃଦୁ ମୃଦୁ ଠାଣି ଶୁଣିଥିବ ପୁଣି ଯାହା କାନ ସେ କି ଗଉରବ ଯୋଗ୍ୟ ବିଚାରିବ ଶୁକ ପିକ ବେଣୁ ବୀଣା ଗାନ। କବିସୂର୍ଯ୍ୟ, ସଙ୍ଗୀତ।