ଗଉରବୀ Gaurabī

  • ଗ୍ରା. (ପଦ୍ଯ) ବିଣ. ସ୍ତ୍ରୀ — ମାନ୍ୟା; ପୂଜ୍ୟା — Adorable; respectable
  • ଗ୍ରା. (ପଦ୍ଯ) ବିଣ. ସ୍ତ୍ରୀ — ହରିଲେ ଗଉରବୀ ମାଇଁ ଗୁରୁତଳ୍ପଗ ହେଲା କାହିଁ। ପ୍ରାଚୀ, ପୂର୍ଣ୍ଣତମ ଚନ୍ଦ୍ରୋଦୟ।