ଗଇ Gai
- ଦେ. ବି. (ସଂ. ଗୂଥ=ମଳ) — କର୍ଣ୍ଣମଳ; କାନଗଇ — Dirty matter of the ear; wax of the ear
- ଦେ. ବି. (ସଂ. ଗୂଥ=ମଳ) — ବାଳକମାନଙ୍କର ଝାଡ଼ା ରୋଗ — Infantile diarrhea
- ଦେ. ବି. (ସଂ. ଗୂଥ=ମଳ) — (ସଂ. ଗୁପ୍ତ) ଗୁପ୍ତ ଦୋଷ — Secret or unpublished defect
- ଦେ. ବି. (ସଂ. ଗୂଥ=ମଳ) — ଶୁଣିଣ ମନେମନେ ହସିଲେ ଜଗନାହା, ବୋଇଲେ ଗଇ ତାର ଅଛଇ ଶୁଣ ଯାହା। ପୀତାମ୍ବର, ନୃସିଂହପୁରାଣ।
- ଦେ. ବି. (ସଂ. ଗୂଥ=ମଳ) — ରକା; ଦେହର ଅଂଶବିଶେଷରେ ଅଟକି ଯିବା ପବନ — A stitch; acute spasmobic pain caused inside the body due to the suspension of the circulation of air in that part
- ଦେ. ବି. (ସଂ. ଗୂଥ=ମଳ) — (ଯଥା—ମୋ ଖୁଆରେ ଗଇ ପଶିଛି।)