ଗଇଁଠା Gaiñṭhā

  • ଦେ. ବି (ସଂ. ଘୁଣ୍ଟିକ=ଘଷି; ଏହା ଘଷିପରି ହାତରେ ବଳାଯିବାରୁ) — ଚାଉଳ ଚୂନାକୁ ପ୍ରଥମେ ବାମ୍ଫରେ ସିଝାଇ ସେ ଖଳିକୁ ଗୋଟି କରି ବଳି ପରେ ପାଣିରେ ସିଝାଇ ତିଆରି କରିବା ପିଠା; ଗେଟେଇ — A cake made of rice- flour boiled in steam
  • ଦେ. ବି (ସଂ. ଘୁଣ୍ଟିକ=ଘଷି; ଏହା ଘଷିପରି ହାତରେ ବଳାଯିବାରୁ) — ଆଜି ଖୁଦଯାଉ, କାଲି ଗଇଁଠା, ପଅରି ଦିନକୁ ଦାରୀଅଇଁଠା—ଢଗ।
  • ଦେ. ବିଣ (ସଂ. ଗ୍ରନ୍ଥି) — ଦୁଇଖଣ୍ଡି ସୂତା ବା କନା ବା ଲୁଗା ଏକତ୍ର ଗଣ୍ଠି ପଡ଼ି ସଂଯୁକ୍ତ କରା ଯାଇଥିବା (ବସ୍ତ୍ର) — (cloth) Consisting of two tattered pieces of rags or strings knotted together