ଖଡ଼୍ଖଡ଼୍ Khaṟḍ̠khaṟḍ̠

  • ଦେ. ଅ. (ଧ୍ୱନ୍ୟନୁକରଣ) — ଶୁଖିଲା ହାଲୁକା ଜିନିଷ ଅନ୍ଯ ଜିନିଷ ସଙ୍ଗେ ବାଜିବାର ଶଦ୍ଦ — Sound of two dry things striking together