ଖଡ଼ମା Khaṟḍ̠amā
- ଦେ. ବିଣ. — ଘରର ଖୁଣ୍ଟ ଉପରେ ଶେଣି ଦିଆଯିବା ପୂର୍ବରୁ ଖୁଣ୍ଟ ଅଗରେ କରାଯିବା ଘରା ବା ଖାନ୍ଦିରେ ଯେଉଁ କଠାଉ ବା ଖଡ଼ମ୍ ଆକାରର କାଷ୍ଠଖଣ୍ଡ ବସାଯାଏ — A piece of wood in the shape of a clog put in the groove on the top of a pillar over which the wall-plate passes