ଖ୍ୟାପନ Khyāpana

  • ସଂ. ବି. (ଖ୍ୟା ଧାତୁ+ଣିଚ=ଖ୍ୟାପି ଧାତୁ+ଭାବ. ଅନ) — ଘୋଷଣା — Publication
  • ସଂ. ବି. (ଖ୍ୟା ଧାତୁ+ଣିଚ=ଖ୍ୟାପି ଧାତୁ+ଭାବ. ଅନ) — ପ୍ରଚାର — Declaration
  • ସଂ. ବି. (ଖ୍ୟା ଧାତୁ+ଣିଚ=ଖ୍ୟାପି ଧାତୁ+ଭାବ. ଅନ) — କୀର୍ତ୍ତନ; କଥନ — Speaking
  • ସଂ. ବି. (ଖ୍ୟା ଧାତୁ+ଣିଚ=ଖ୍ୟାପି ଧାତୁ+ଭାବ. ଅନ) — ପ୍ରସିଦ୍ଧ କରିବା — Celebrating