ଖୋର୍ Khor

  • ବୈଦେ. (ଫା) ବିଣ. ପ୍ରତ୍ୟୟ. (ଅନ୍ଯ ବିଶେଷ୍ୟ ଶବ୍ଦ ସଙ୍ଗେ ଲାଗିଲେ) — ଆସକ୍ତ; ଅଭ୍ୟସ୍ତ (ଯଥା—ଗୁଲିଖୋର୍, ନିଶାଖୋର୍, ଘୁଷ୍ଖୋର୍ ଇତ୍ୟାଦି) — An adjectival suffix denoting one who eats (when added to the name of a thing)