ଖୋବିବା Khobibā
- ଦେ. କ୍ରି (ସଂ. କ୍ଷୁଭ ଧାତୁ ଣିଚ କ୍ଷୋଭୟତି; ତୁଳ. ପ୍ରା— ଖୋବେତି) — ଠେଙ୍ଗାର ମୁଣ୍ଡିରେ କେଞ୍ଚି ପ୍ରହାର କରିବା — To ram or poke with the thick end of a cudgel
- ଦେ. କ୍ରି (ସଂ. କ୍ଷୁଭ ଧାତୁ ଣିଚ କ୍ଷୋଭୟତି; ତୁଳ. ପ୍ରା— ଖୋବେତି) — ବିଶେଷ ପ୍ରହାର କରିବା — To give a sound cudgelling
- ଦେ. କ୍ରି (ସଂ. କ୍ଷୁଭ ଧାତୁ ଣିଚ କ୍ଷୋଭୟତି; ତୁଳ. ପ୍ରା— ଖୋବେତି) — ଠେଙ୍ଗେଣି ଭଳି ହତିଆରମୁଣ୍ଡିରେ ପୁନଃପୁନଃ ଆଘାତ କରିବା — To give lusty strokes with a short stout weapon
- ଦେ. କ୍ରି (ସଂ. କ୍ଷୁଭ ଧାତୁ ଣିଚ କ୍ଷୋଭୟତି; ତୁଳ. ପ୍ରା— ଖୋବେତି) — (ଅଶ୍ଳୀଳାର୍ଥ) ସ୍ତ୍ରୀସଙ୍ଗମ କରିବା — (slang) To cohabit a woman