ଖୋଡ଼ Khoṟḍ̠a

  • ସଂ. ବିଣ (ଖୋଡ଼ ଧାତୁ= ଛୋଟେଇ ଚାଲିବା+ କର୍ତ୍ତୃ. ଅ) — ଖୋଟ (ଦେଖ) — Khoṭa (See)
  • ସଂ. ବିଣ — ପଙ୍ଗୁ — Crippled; maimed
  • ସଂ. ବିଣ — କୁଷ୍ଠରୋଗ ଯୋଗୁଁ ପଙ୍ଗୁ — Crippled by leprosy
  • ସଂ. ବି — କୁଷ୍ଠରୋଗ — Leprosy
  • ସଂ. ବି — ଖୋଡ଼ରୋଗ ବଂଶନାଶ ପ୍ରାପତ ଅଙ୍ଗରେ—ପ୍ରାଚୀ. ଶ୍ରୀ ଗୁରୁଭକ୍ତିଗୀତା।
  • ସଂ. ବି — କୁଷ୍ଠରୋଗଜନିତ ପଙ୍ଗୁତା — Deprivation of limbs by leprosy