ଖୋଖୋ Khokho

  • ପ୍ରାଦେ. (ମେଦିନୀପୁର, ବାଲେଶ୍ୱର ଓ ଗଡଜାତ; ନିରର୍ଥକ) ଅ — ଓଡ଼ିଆ-ଗଡ଼ଜାତ, ବାଲେଶ୍ୱର ଓ ମେଦିନୀପୁର ଅଞ୍ଚଳରେ ଶିବିକାବାହୀମାନଙ୍କର ଡାକ — A singsong vociferation of the Palki-bearers in the Orissa agency tracts, Balasore and Midnapur
  • ଦେ. (ଧ୍ୱନ୍ୟନୁକରଣ)ଅ — କୌଣସି ଫମ୍ଫା ବା ଦଦରା ବସ୍ତୁକୁ ଆଘାତ କଲେ ତହିଁରୁ ଉତ୍ପନ ହେବା ଶବ୍ଦ — The sound of hollow and broken things when struck