ଖୋଇ Khoi
- ବୈଦେ. ବି (ଫା. ଖୂ) (ମନ୍ଦାର୍ଥରେ ବ୍ଯବହୃତ) — ଅଭ୍ୟାସ — Habit
- ବୈଦେ. ବି (ଫା. ଖୂ) (ମନ୍ଦାର୍ଥରେ ବ୍ଯବହୃତ) — ପ୍ରକୃତି; ସ୍ୱଭାବ — Nature; disposition
- ବୈଦେ. ବି (ଫା. ଖୂ) (ମନ୍ଦାର୍ଥରେ ବ୍ଯବହୃତ) — ବଦ୍ଅଭ୍ୟାସ — Bad habit
- ବୈଦେ. ବି (ଫା. ଖୂ) (ମନ୍ଦାର୍ଥରେ ବ୍ଯବହୃତ) — ଚାଲିବା ଶଗଡ଼େ ହାତ ଦେବା ଖୋଇ ଛାଡ଼ିଲୁ ନାହିଁ ରେ ତୁହି। ନୀଳମଣି ଚିନ୍ତାତରଙ୍ଗିଣୀ।