ଖେଡ଼ Kheṟḍ̠a

  • ଗ୍ରା. (ଇତର) ବି. (ସଂ. ଖେଳ; କ୍ରୀଡ଼ା) — କ୍ରୀଡ଼ା — Play; sports
  • ଗ୍ରା. (ଇତର) ବି. (ସଂ. ଖେଳ; କ୍ରୀଡ଼ା) — ଜୁଆ — Gambling
  • ଗ୍ରା. (ଇତର) ବି. (ସଂ. ଖେଳ; କ୍ରୀଡ଼ା) — ବ୍ଯାୟାମ କ୍ରୀଡ଼ା; ମଲ୍ଲକ୍ରୀଡ଼ା — Sports; athletics
  • ଗ୍ରା. (ଇତର) ବି. (ସଂ. ଖେଳ; କ୍ରୀଡ଼ା) — କୌତୁକ — Jest; amusement
  • ଗ୍ରା. (ପଦ୍ଯ) ବି (ସଂ. କ୍ଷ୍ୱେଡ଼) — ବିଷ — Poison
  • ଗ୍ରା. (ପଦ୍ଯ) ବି (ସଂ. କ୍ଷ୍ୱେଡ଼) — କାରା ସମ ସଦନ ମଣନ୍ତି, ଖେଳ କୌତୁକ ଖେଡ଼ରେ ଗଣନ୍ତି। ଦୀନକୃଷ୍ଣ. ରସକଲ୍ଲୋଳ।
  • ଗ୍ରା. (ପଦ୍ଯ) ବି (ସଂ. କ୍ଷ୍ୱେଡ଼) — (ସଂ. କ୍ଷ୍ୱେଡ଼=ଗଜବନ୍ଧନ ସ୍ତମ୍ଭ; ତୁଳ. ବଂ. ଖୋୟାଡ଼)— ଅଟେଇ; ଚାରିଆଡ଼େ ବୁଜା ହୋଇଥିବା ସ୍ଥାନ — Enclosure; enclosed space
  • ଗ୍ରା. (ପଦ୍ଯ) ବି (ସଂ. କ୍ଷ୍ୱେଡ଼) — ଯେ ଯେଡ଼େ ହୋଇଲେ ତାହା ଭିତରେ ଖେଡ଼ ନିତ୍ୟମଣ୍ଡଳକୁ ବେଢ଼ି ହୋଇଛି ବାଡ଼—ପ୍ରାଚୀ. ରହସ୍ୟମଞ୍ଜରୀ।