ଖେଶୟ Kheṡaya

  • ସଂ. ବିଣ (ଉପପଦ ତତ୍; ଖେ=ଆକାଶରେ+ଶୀ ଧାତୁ+କର୍ତ୍ତୃ. ଅ) — ଆକାଶବାସୀ — Living in the air
  • ସଂ. ବିଣ (ଉପପଦ ତତ୍; ଖେ=ଆକାଶରେ+ଶୀ ଧାତୁ+କର୍ତ୍ତୃ. ଅ) — ଆକାଶରେ ବିଶ୍ରାମକାରୀ — Resting in the air