ଖେଳ Kheḻa
- ଦେ. ବି (ସଂ. ଖେଳା) — କ୍ରୀଡ଼ା — Play
- ଦେ. ବି (ସଂ. ଖେଳା) — ବ୍ଯାୟାମପ୍ରଦର୍ଶନ; କସ୍ରତ୍ — Athletic sports; gymnastics
- ଦେ. ବି (ସଂ. ଖେଳା) — ଚାତୁରୀ — Artifice
- ଦେ. ବି (ସଂ. ଖେଳା) — କୌତୁକ — Amusements
- ଦେ. ବି (ସଂ. ଖେଳା) — ପରିହାସ; ଥଟ୍ଟା — Jest
- ଦେ. ବି (ସଂ. ଖେଳା) — କାର୍ଯ୍ୟ — Act; action; work
- ଦେ. ବି (ସଂ. ଖେଳା) — ଜୁଆଖେଳ — Gambling; a game at hazards
- ଦେ. ବି (ସଂ. ଖେଳା) — ଆଖି ବୁଲାଇବା — Furtive glance
- ଦେ. ବି (ସଂ. ଖେଳା) — ବ୍ଯାୟାମ ବା ଶାରୀରିକ ପରିଶ୍ରମଯୁକ୍ତ କ୍ରୀଡ଼ା (ଯଥା— ଫୁଟ୍ବଲ୍, କ୍ରିକେଟ୍, ଡୁଡୁ) — Games; sports
- ଦେ. ବି (ସଂ. ଖେଳା) — ଲୋକରଞ୍ଜନାର୍ଥ ସମ୍ପାଦିତ ତାମସା ଆଦି କୌତୁକ — Performances done for pleasing the public
- ଦେ. ବି (ସଂ. ଖେଳା) — ନାଟକାଦିର ଅଭିନୟ — Dramatic performance
- ଦେ. ବି (ସଂ. ଖେଳା) — ପରିଶ୍ରମ ବା କାର୍ଯ୍ୟରୁ ମୁକ୍ତି ପାଇଁ ନିଜର ଚିତ୍ତ— ବିନୋଦନାର୍ଥ କରାଯିବା କୌତୁକ — Recreation; pastimes