ଖେଦଜ Khedaja

  • ଶଂ. ବିଣ. (ଖେଦ+ଜନ୍ ଧାତୁ=ଜାତ ହେବା+ଅ) — ଦୁଃଖରୁ ଉତ୍ପନ୍ନ; ଯାହା ଦୁଃଖର ଫଳ — Due to grief; resulting from grief
  • ଶଂ. ବିଣ. (ଖେଦ+ଜନ୍ ଧାତୁ=ଜାତ ହେବା+ଅ) — ପରିଶ୍ରମଜନିତ — Due to labour