ଖୃପ Kṛupa

  • ଦେ. (ପଦ୍ଯ) ବିଣ. (ସଂ. ଖର୍ବ) — ଖର୍ବକାୟ — Dwarfish
  • ଦେ. (ପଦ୍ଯ) ବିଣ. (ସଂ. ଖର୍ବ) — ଆସି ଖୃପରୂପ ଧରି, ପ୍ରଭୁଙ୍କୁ ଦର୍ଶନ କରି, ସନ୍ତୋଷ ହୋଇ ମୁରାରି ଆଉଁସେ ପିଠି। ପ୍ରାଚୀ. ରହସ୍ୟମଞ୍ଜରୀ।