ଖୁଡ଼ିଆ Khuṟḍ̠iā

  • ଦେ. ବିଣ. ପୁଂ (ସଂ. କଳହ) — କଳିହୁଡ଼ା — Quarrelsome
  • ପ୍ରାଦେ. (ଗଞ୍ଜାମ) ବିଣ — କୋଢ଼ିଆ; ଅଳସୁଆ — Idle; lazy