ଖୁସା Khusā

  • ପ୍ରାଦେ. (ସମ୍ବଲପୁର) ବି. (ସଂ. କୋଷ) — ପଣସ, ଆତଆଦିର ବୀଜକୋଷ; କୋଷା — The seed-capsules of jack and other fruits
  • ପ୍ରାଦେ. (ସମ୍ବଲପୁର) ବି. (ସଂ. କୋଷ) — ଖୋସା; ସ୍ତ୍ରୀମାନଙ୍କର ଜୁଡ଼ା — Chignon of a woman